MSCBU celebrates 75th Year of Constitution Day
East-Zone Inter-University Mens' Volleyball Tournament ended on a high note
The 5-day long East-Zone Inter-University Men's Volleyball Tournament (19-23 November 2024) has ended at Maharaja Sriram Chandra Bhanja Deo University. KIIT University emerged as the champion by securing the first position in this tournament. Similarly, M.G. Kashi Vidyapeeth Varanasi, secured the second position, Adamas University West Bengal secured the third position and Maharaja Sriram Chandra Bhanja Deo University secured the fourth position. These four teams have qualified to play in the All-India Inter-University Men's Volleyball Tournament. University Vice-Chancellor Prof. Santosh Kumar Tripathy graced the closing ceremony as the chief guest and presented the trophies to the winning team. In his address, Professor Tripathy congratulated all the players and sports officials from East-zone for participating in this sports mega event and greeted the players present. He thanked all the staff of the university for the successful organization of this sports mega event and all the workers of the Odisha Volleyball Association for their support in organizing the games. Professor Hemanta Kumar Sahu, Chairman of the University Post Graduate Council, presided over the programme and expressed gratitude to all the players and officials. Registrar Shri Sahadev Samadhia delivered the welcome speech. Director of the Sports Council Dr. Pravanjan Mallick proposed the vote of thanks. On this occasion, the head of the protest committee of the competition and international volleyball referee Sudarsan Patnaik and the chairman of the referee board of the Odisha Volleyball Association Pramod Kumar Behera were felicitated by the Vice-Chancellor. The sports event was coordinated by Deputy Director of the Sports Council Dr. Sisir Behera, Comtproller of Fiance Shri Sukadev Tarei, Controller of Examinations Dr. Subrat Kumar Rana, National Referee of Odisha Volleyball Association Rajesh Das, University Volleyball Coach Ratnakar Patra, University P.E.T. Shri Pradeepta Ranjan Das, P.E.T. of Maharaja Purna Chandra Autonomous College Satyanarayan Barik, P.E.T. of Seemant College Shraddhananda Sahu, P.E.T. of Kuamara College Narottam Das, Section Officer of Sports Council Sanjiv Kumar Tanti, Senior Steno of Postgraduate Council Ujit Kumar Das and various Sports Officers of Odisha Volleyball Association and University faculty and staff.
East-Zone Inter-University Mens' Volleyball Tournament - Day 4 Roundup
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୭:୩୦ଟା ସୁଦ୍ଧା ପୁଲ୍ ମ୍ୟାଚ ଗୁଡ଼ିକରେ ପୁଲ୍-ଏ ରେ ଉତ୍କଳ ବିଶ୍ୱବିଦ୍ୟାଳୟ ମଣିପୁର ବିଶ୍ୱବିଦ୍ୟାଳୟକୁ ଏବଂ ଉତ୍ତରପ୍ରଦେଶର ଏମ୍.ଜି.କାଶୀ ବିଦ୍ୟାପୀଠ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍-ବି ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡର ଡ.ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟକୁ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍-ସି ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବିହାରର ପାଟଳିପୁତ୍ର ବିଶ୍ୱବିଦ୍ୟାଳୟକୁ ଏବଂ ପଶ୍ଚିମବଙ୍ଗର ଆଡାମାସ ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ପୁଲ୍-ଡିରେ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବିହାରର ଏଲ୍ ଏନ୍ ମିଥିଳା ବିଶ୍ୱବିଦ୍ୟାଳୟକୁ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । କ୍ୱାଲିଫାୟାର୍ ମ୍ୟାଚ୍ରେ କିଟ୍ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏବଂ ଏମ୍.ଜି. କାଶୀ ବିଦ୍ୟାପୀଠ ଆଡାମାସ ବିଶ୍ୱବିଦ୍ୟାଳୟ ପରାସ୍ତ କରିଥିଲା । ଆସନ୍ତାକାଲି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ । ସମସ୍ତ ଖେଳକୁ ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ରେଫରୀ ବୋର୍ଡ୍ର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଓ ପ୍ରତିଯୋଗିତାର ପ୍ରୋଟେଷ୍ଟ୍ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ଜାତୀୟ ରେଫରୀ ରାଜେଶ ଦାସଙ୍କ ନେତୃତ୍ୱରେ ଆସୋସିଏସନ୍ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରମୁଖ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି ପୂର୍ବାହ୍ନରେ ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ ।
East-Zone Inter-University Mens' Volleyball Tournament - Day 3 Roundup
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ତୃତୀୟ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୭:୩୦ଟା ସୁଦ୍ଧା କ-ବର୍ଗରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଯାଦବପୁର ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗକୁ, ମଣିପୁର ବିଶ୍ୱବିଦ୍ୟାଳୟ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଓ ସିକିମ ମଣିପାଲ୍ ବିଶ୍ୱବିଦ୍ୟାଳୟକୁ, ଉତ୍କଳ ବିଶ୍ୱବିଦ୍ୟାଳୟ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଖ-ବର୍ଗରେ ବି.ଏନ୍.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାର ସୋଆ ବିଶ୍ୱବିଦ୍ୟାଳୟକୁ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ବି.ଏନ୍.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାରକୁ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ମୁଜାଫରନଗର ବିହାରକୁ, ପରାସ୍ତ କରିଥିଲା । ଗ-ବର୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟ ରାଇଗଡ଼ ଛତିଶଗଡ଼କୁ, ନର୍ଥ ବେଙ୍ଗଲ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ କିସ୍ ବିଶ୍ୱବିଦ୍ୟାଳୟକୁ, ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଘ-ବର୍ଗରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ ମିଜୋରାମ ବିଶ୍ୱବିଦ୍ୟାଳୟକୁ, ବିଶ୍ୱଭାରତୀ ସ୍ଫୋର୍ଟ୍ସ ବୋର୍ଡ୍ ବିଶ୍ୱଭାରତୀ ପଶ୍ଚିମବଙ୍ଗ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଇମ୍ଫାଲ ମଣିପୁରକୁ, ଏଲ୍.ଏନ୍.ମିଥିଳା ବିଶ୍ୱବିଦ୍ୟାଳୟ ଦରଭଙ୍ଗା ବିହାର ପଶ୍ଚିମବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଆଜିର ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ପ୍ରଫେସର ପ୍ରଭଞ୍ଜନ ମଲ୍ଲିକ, କୁଳସଚିବ ସହଦେବ ସମାଧିଆ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ ପମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଖେଳକୁ ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ରେଫରୀ ବୋର୍ଡ୍ର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଓ ପ୍ରତିଯୋଗିତାର ପ୍ରୋଟେଷ୍ଟ୍ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ, କ୍ରୀଡ଼ା ପରିଷଦର ଉପବିଭାଗ ଅଧିକାରୀ ସଞ୍ଜୀବ କୁମାର ତନ୍ତୀ, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରମୁଖ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ ।
East-Zone Inter-University Mens' Volleyball Tournament - Day 2 Roundup
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ଖେଳାଯାଇଥିବା ମ୍ୟାଚ ଗୁଡ଼ିକ ମଧ୍ୟରେ ସନ୍ଧ୍ୟା ୮:୦୦ଟା ସୁଦ୍ଧା କ-ବର୍ଗରେ ସିକିମ ମଣିପାଲ୍ ବିଶ୍ୱବିଦ୍ୟାଳୟ ଟି.ଏମ୍ ଭାଗଲପୁର ବିଶ୍ୱବିଦ୍ୟାଳୟ ବିପକ୍ଷରେ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟ ଛତିଶଗଡ଼ ସ୍ୱାମୀ ବିବେକାନନ୍ଦ ଟେକ୍ନିକାଲ୍ ବିଶ୍ୱବିଦ୍ୟାଳୟ ଭିଲାଇ ଛତିଶଗଡ଼ ବିପକ୍ଷରେ ୱାକ୍ ଓଭର ପାଇଥିବା ବେଳେ ମଣିପୁର ବିଶ୍ୱବିଦ୍ୟାଳୟ ମୁଙ୍ଗେର ବିଶ୍ୱବିଦ୍ୟାଳୟ ବିହାରକୁ ଏବଂ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗ ଭି.ବି.ଏସ୍.ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ ଉତ୍ତର ପ୍ରଦେଶକୁ ପରାସ୍ତ କରିଥିଲା । ଖ-ବର୍ଗରେ ଏକ ଚିତାକର୍ଷକ ମ୍ୟାଚ୍ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ମଗଧ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ବାବାସାହେବ ଭୀମରାଓ ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ ମୁଜାଫରନଗର ବିହାର ତେଜୁପୁର ବିଶ୍ୱବିଦ୍ୟାଳୟ ଆସାମ ବିପକ୍ଷରେ ଏବଂ ସୋଆ ବିଶ୍ୱବିଦ୍ୟାଳୟ ଗୌହାଟି ବିଶ୍ୱବିଦ୍ୟାଳୟ ବିପକ୍ଷରେ ୱାକ୍ ଓଭର ପାଇଥିଲେ । ବି.ଏନ୍.ମଣ୍ଡଳ ବିଶ୍ୱବିଦ୍ୟାଳୟ ବିହାର ସୋଆ ବିଶ୍ୱବିଦ୍ୟାଳୟ ଓ ମ୍ୟାଟ୍ସ୍ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ରାଞ୍ଚି ଝାଡ଼ଖଣ୍ଡ ଓ.ପି.ଜିନ୍ଦଲ୍ ବିଶ୍ୱବିଦ୍ୟାଳୟ ଛତିଶଗଡ଼କୁ ପରାସ୍ତ କରିଥିଲା । ଗ-ବର୍ଗରେ ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ଝାଡ଼ଖଣ୍ଡ ସରଳା ବିରଳା ବିଶ୍ୱବିଦ୍ୟାଳୟ ରାଞ୍ଚି ବିପକ୍ଷରେ ଏବଂ ପାଟଳିପୁତ୍ର ବିଶ୍ୱବିଦ୍ୟାଳୟ ତ୍ରିପୁରା ବିଶ୍ୱବିଦ୍ୟାଳୟ ପିପକ୍ଷରେ ୱାକ୍ ଓଭର ପାଇଥିଲା । ଜନନାୟକ ଚନ୍ଦ୍ରଶେଖର ବିଶ୍ୱବିଦ୍ୟାଳୟ ବାଲିଆ ଉତ୍ତରପ୍ରଦେଶ vs ଇକ୍ଫାଇ ବିଶ୍ୱବିଦ୍ୟାଳୟ ତ୍ରିପୁରାକୁ, କିସ୍ ବିଶ୍ୱବିଦ୍ୟାଳୟ ସିଆକମ ସ୍କିଲ୍ସ୍ ବିଶ୍ୱବିଦ୍ୟାଳୟ ପଶ୍ଚିମବଙ୍ଗକୁ ଏବଂ ନର୍ଥ ବେଙ୍ଗଲ୍ ବିଶ୍ୱବିଦ୍ୟାଳୟ କଲିକତା ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିହାର କୁ ପରାସ୍ତ କରିଥିଲା । ଘ-ବର୍ଗରେ ମିଜୋରାମ ବିଶ୍ୱବିଦ୍ୟାଳୟ ଜୟ ପ୍ରକାଶ ବିଶ୍ୱବିଦ୍ୟାଳୟ ବିହାର ବିପକ୍ଷରେ ୱାକ୍ ଓଭର ପାଇଥିବା ବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼କୁ, କଲିକତା ବିଶ୍ୱବିଦ୍ୟାଳୟ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁର ଛତିଶଗଡ଼କୁ ଏବଂ ବିଶ୍ୱଭାରତୀ ସ୍ଫୋର୍ଟ୍ସ ବୋର୍ଡ୍ ବିଶ୍ୱଭାରତୀ ପଶ୍ଚିମବଙ୍ଗ ଶହୀଦ ମହେନ୍ଦ୍ର କର୍ମା ବିଶ୍ୱବିଦ୍ୟାଳୟ ବସ୍ତର ଛତିଶଗଡ଼କୁ ପରାସ୍ତ କରିଥିଲା ।
ଆଜିର ପ୍ରତିଯୋଗିତାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ଡ. ପବିତ୍ର ମୋହନ ନାୟକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଖେଳକୁ ପ୍ରତିଯୋଗିତାର ପ୍ରୋଟେଷ୍ଟ୍ କମିଟିର ମୁଖ୍ୟ ତଥା ଆନ୍ତର୍ଜାତୀୟ ଭଲିବଲ ଖେଳାଳୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଭଲିବଲ୍ ଆସୋସିଏସନ୍ର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Inauguration of The East Zone Inter-University Volleyball (Men) Tournament at MSCB University
The East Zone Inter-University Volleyball (Men) Tournament at MSCB University was inagurated at Maharaja Sriram Chandra Bhanja Deo University, Baripada. In this mega event to be held from will be held from 19-11-2024 to 23-11-2024, about 900 players and match officials from 64 universities of eastern India are participating. Thirteen universities from Odisha, 10 from Chhattisgarh, 9 from West Bengal, 10 from Bihar, 6 from Uttar Pradesh, 7 from Jharkhand, 2 from Manipur, 3 from Assam, 2 from Tripura, one from Mizoram and one from Sikkim are participating in it.
Under the patronage of Vice Chancellor Prof. Santosh Kumar Tripathy, the event was inagurated by the Ombudsman of the University and Former Vice Chancellor of FM University Prof. Madhumita Das. Chairman PG Council Prof. Hemant Kumar Sahu presided over the event. Registrar Mr. Sahadev Samadhia gave the welcome address. Chief Guest, Prof. Das in her address congratulated all the players and sports officials who participated from East Zone for contributing to this sporting greatness and called the players present as the future of India. She opined that it is not important to win or lose the competition but participation is important and emphasized that these competitions will help in achieving the goals of Viksit Odisha by 2036 and Vikshit Bharat by 2047. Director of Sports Council Prof. Pravanjan Mallick gave the vote of thanks. Students of the University participated in the Cultural programme held in the evening. The inaugural was coordinated by Dr. Cuckoo Mahapatra and the parade was coordianated by P.E.T. Teacher of MPC Autonomous College Mr. Satyanarayan Barik.
In the matches played today, in Pool A, Binoba bhave University defeated Atal Bihar Vajpayee University, Centurion University defeated Hemchand Yadav University, and Vardhman University defeated Deen Dayal Upadhyay University. In Pool B, Magadh University defeated OUAT, Santh Gahira Guru University defeated AISECT University Hazaribag, BBM Koyailanchan University defeated Sri Sri University. In Pool C, FM University got walk over Maa Manikeswari University, Jana Nayak Chandrasekhar University defeated Saheed Nand Kumar Patel University. In Pool D, Ranchi Univesity got walk-over against Dibrugarh University, West bengal state university University defeated Veer Kunwar Singh University, Patna University got walk-over against L N Mithila University.
MSCBU to host East Zone Inter-University Volleyball (Men) Tournament 2024-25
A press meet was held 18th November, 2024 regarding the East Zone Inter-University Volleyball (Men) Tournament 2024-25 to be held from 19-11-2024 to 23-11-2024 at Maharaja Sriram Chandra Bhanja Deo University. About 900 players and match officials from 64 universities of eastern India will participate in this mega event. Thirteen universities from Odisha, 10 from Chhattisgarh, 9 from West Bengal, 10 from Bihar, 6 from Uttar Pradesh, 7 from Jharkhand, 2 from Manipur, 3 from Assam, 2 from Tripura, one from Mizoram and one from Sikkim are participating in it.
The participating Universities are: Adamas University, Kolkata; PT. Ravishankar Shukla University, Chhattisgarh; The University of Burdwan, West Bengal; University of Kalyani, West Bengal; Sambalpur University; F.M. University, Balasore; Hemchand Yadav Vishwavidyalaya, Durg, C.G; Dibrugarh University, Dibrugarh; Siksha 'O' Anusandhan University, BBSR; Central University of South Bihar, Bihar; Magadh University, Bihar; Manipur University; Deen Dayal Upadhyaya, Gorakhpur University; M.G. Kashi Vidyapitha, Varanasi; Maa Manikeshwari University Odisha; Berhampur University; National Sports University, Imphal, Manipur; Chhattisgarh Swami Vivekanand Technical University, Bhilai; Banaras Hindu University; BRA Bihar University Muzaffarpur; Mizoram University, Mizoram; O.P. Jindal University; Centurion University, Odisha; Guru Ghasidas Vishwavidyalaya, Bilaspur, C.G; Ranchi University; Vinoba Bhave University, Hazaribag; OUAT, Bhubaneswar; Sahid Mahendra Karma Vishwavidyalaya, Bastar; Utkal University, Bhubaneswar; MSCB University; Patliputra University, Patna; Sant Gahira Guru Vishwavidyalaya, Sarguja; Jadavpur University; Tezpur University, Assam; University of Calcutta; Sarala Birla University, Ranchi; Munger University, Bihar; Seacom Skills University, West Bengal; Atal Bihari Vajpayee Vishwavidyalaya, Bilaspur, C.G.; Visva-Bharati Sports Board, Visva-Bharati; Sikkim Manipal University, Sikkim; Jai Prakash University, Chapra, Bihar; Tripura University, Tripura; KIIT University, Bhubaneswar; Ravenshaw University, Cuttack; L.N. Mithila University, Darbhanga; Shaheed Nandkumar Patel Vishwavidyalaya, Raigarh; MATS University; West Bengal State University, Kolkata; Patna University, Patna; B.N. Mandal University, Bihar; University of North Bengal; Sri Sri University, Cuttack; Binod Bihari Mahto Koyalanchal University, Dhanbad; AISECT University, Hazaribagh, Jharkhand; Veer Kunwar Singh University, Ara, Bihar; Jananayak Chandrashekhar University, Ballia; Siddharth University, Uttar Pradesh; Gauhati University, Assam; Radha Govind University; KISS University, Bhubaneswar; ICFAI University, Tripura; V.B.S. Purbanchal University; and Dr. Shyama Prasad Mukherjee University, Ranchi.
Every day the matches will start at 7:30 am and 3 pm. Teams will report 30 minutes before the match. The inaugural ceremony will be held on 19-11-2024 at 10:00 am and valedictory ceremony will be held on 23-11-2024 at 11:00 am. In the inaugural ceremony, University Ombudsman and Former Vice-Chancellor of Fakir Mohan University Prof. Madhumita Das will attend the inauguration ceremony as the Chief Guest. In the valedictory ceremony, Dr. Krushna Chandra Mahapatra, Hon'ble Cabinet Minister of Housing and Urban Development and Public Enterprises Department of Odisha Government will be the Chief Guest and Mayurbhanj MP Mr. Naba Charan Majhi and Baripada MLA Mr. Prakash Soren will be the Guests of Honour.
The preparations for this mega event have now reached the final stage. The students and sports lovers are very excited as the University is going to organize such a mega sporting event for the third time in a row. Earlier, the University had organized the East Zone Inter-University Mens’ Kabaddi Competitions twice. To make this event a success, Vice-Chancellor Prof. Santosh Kumar Tripathy, Chairman of PG Council Prof. Hemanta Kumar Sahu, Registrar Mr. Sahadev Samadhia, Comptroller of Finance Mr. Sukadev Tarei, Director of Sports Council Prof. Pravanjan Mallick, Deputy Director Dr. Shishir Behera and P.E.T. teacher Shri Pradipta Ranjan Das are seeking the cooperation of all the staff of the university, students, principals of the affiliated colleges, P.E.T teachers, players, public of Mayurbhanj, all officials of the Mayurbhanj district, sports lovers and representatives of all print and electronic media.
Our NSS volunteers shine at Gujrat
Outreach programme by Dept. of Zoology, MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଣୀବିଜ୍ଞାନ ବିଭାଗ ଦ୍ୱାରା ଏକ ଗତିଶୀଳ “ବିଦ୍ୟାଳୟ ପ୍ରସାରଣ କାର୍ଯ୍ୟକ୍ରମ” ଆୟୋଜନ ହୋଇଯାଇଛି । ଏଥିରେ ଉତ୍କଳମଣି ଗୋପାବନ୍ଧୁ ଅଭ୍ୟାସ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ୭୦ ଜଣ ଉତ୍ସାହୀ ଛାତ୍ରଛାତ୍ରୀ ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ କାପୁରା ମୁର୍ମୁ ଏବଂ ସୁଶ୍ରୀ ଅର୍ଚ୍ଚନା ଦାସଙ୍କ ତତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗ ମୁଖ୍ୟ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ । ପ୍ରଫେସର ସାହୁ ତାଙ୍କ ଉଦ୍ବୋଧନରେ ଯୁବ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ କୌ୍ତୁହଳ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପରିଦର୍ଶକ ଛାତ୍ରଛାତ୍ରୀମାନେ ପ୍ରାଣୀବିଜ୍ଞାନ ବିଭାଗର ବିଭିନ୍ନ ବିଜ୍ଞାନଗାର ପରିଦର୍ଶନ କରିବା ସହ ବିଭିନ୍ନ ବୈଜ୍ଞାନିକ ଉପକରଣ, ଆନାଟୋମିକାଲ୍ ମଡେଲ୍ ଏବଂ ସଂରକ୍ଷିତ ନମୁନା ଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ । ବିଭାଗୀୟ ପ୍ରଫେସର ପୂଷ୍ପାଞ୍ଜଳି ପରିଡା, ଡକ୍ଟର ପ୍ରିୟରଂଜନ ଦେବତା, ଡକ୍ଟର ଗାର୍ଗୀ ମହାନ୍ତି, ଡକ୍ଟର କୁକୁ ମହାପାତ୍ର, ସୁଶ୍ରୀ ଫୌଜିଆ ମନୱାର, ଶ୍ରୀମତୀ ଜ୍ୟୋତିପ୍ରଜ୍ଞା ମାଝି ଏବଂ ବିଶ୍ୱବିଦ୍ୟାଳୟର ସଂଯୁକ୍ତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷକ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ଶ୍ରୀ ସ୍ନେହାଶିଷ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁସନ୍ଧାନ ବିଦ୍ୱାନ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଵିଭିନ୍ନ ବିଷୟ ଉପରେ ବର୍ଣ୍ଣନା, ମଡେଲ ଉପସ୍ଥାପନ ଏବଂ ସରଳ ପରୀକ୍ଷଣ କରି ଦେଖାଇଥିଲେ ଯାହାକି ଛାତ୍ରଛାତ୍ରୀ ମାନଙ୍କପାଇଁ ଉପଯୋଗୀ ହୋଇଥିଲା । ଏହି କାର୍ଯ୍ୟକ୍ରମ ସହିତ ଜଡିତ ହୋଇ, ଶିକ୍ଷାର୍ଥୀମାନେ ପଶୁ ଆନାଟୋମି, ଫିଜିଓଲୋଜି ଏବଂ ଜୈବ ବିବିଧତା ପରି ବିଷୟଗୁଡିକ ଉପରେ ଗଭୀର ଜ୍ଞାନ ଅର୍ଜନ କରିଥିଲେ । ଅପରାହ୍ନରେ ପଶ୍ଚିମବଙ୍ଗ ସରକାରଙ୍କ ସହକାରୀ ମତ୍ସ୍ୟ ଅଧିକାରୀ ଡକ୍ଟର ସୁବ୍ରତ ଘୋଷ “ମତ୍ସ୍ୟମାନଙ୍କର ପ୍ରେରିତ ପ୍ରଜନନ” ଶୀର୍ଷକ ବିଷୟରେ ଏକ ବକ୍ତୃତା ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ମାଛ ପ୍ରଜନନ ପ୍ରଣାଳୀ ଓ ଏହାର ଉପଯୋଗିତା ଉପରେ ପରିଚିତ କରାଇଥିଲେ । ବିଶ୍ୱଖାଦ୍ୟ ଉତ୍ପାଦନ ଏବଂ ପରିବେଶ ସଂରକ୍ଷଣରେ ଜୀବବିଜ୍ଞାନର ପ୍ରୟୋଗ ଉପରେ ସେ ବହୁମୂଲ୍ୟ ଜ୍ଞାନ ବାଣ୍ଟିଥିଲେ । ପରିଶେଷରେ ବିଭାଗ ମୁଖ୍ୟ ପ୍ରଫେସର ସାହୁଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହିତ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
Workshop-cum-Photography Exhibition on the occasion of 18th Pravasi Bharatiya Divas
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତ...
-
A training programme for students, research scholars and faculty members regarding e-Resources provided by Odisha State Higher Education Cou...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ 'ରେସେଣ୍ଟ ଟ୍ରେଣ୍ଡସ୍ ଇନ୍ କମ୍ପୁଟିଙ୍ଗ୍, କମ୍ୟୁନିକେସନ ଆଣ୍ଡ ଆପ୍ଲିକେସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମହାବିଦ୍ୟାଳୟଗୁଡ଼ିକ ପାଇଁ ଏକ ତିନିଦିନିଆ ନାକ ସଚେତନତା ଓ ମୂଲ୍ୟାଙ୍କନ କର୍ମଶାଳା ମଙ୍ଗଳବାର ଦିନ କୁଳପତି ପ୍ରଫ...