ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ତରଫରୁ ରାଜ୍ୟ ସ୍ତରୀୟ ପ୍ରାକସାଧାରଣତନ୍ତ୍ର ଦିବସ ମନୋନୟନ କାମ୍ପ ୨୦୨୩, ବ୍ୟୁରୋ ସଂଯୋଜକ ଡ. ବସନ୍ତ କୁମାର ମହାନ୍ତଙ୍କ ତତ୍ତ।ବୋଧନ ତଥା ପୂର୍ବତନ ସଂଯୋଜକ ଡ. ଶ୍ୟାମ ସୁନ୍ଦର ଦାସ, ପ୍ରଫେସର ପ୍ରମୋଦ କୁମର ଶତପଥୀ, ଡ. ଉଷା ଶତପଥୀ, ଡ. ଶୁଭେନ୍ଦୁ ଦାସଙ୍କ ମାର୍ଗଦର୍ଶିକା ତଥା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ପାରିମାଣିକ ଏବଂ ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଚିସ୍ତି ଦାସ, ଶ୍ରୀ ହରମୋହନ ମହାନ୍ତ, ଶ୍ରୀ ଶିପୁନ କୁମାର ଦାସ, ଶ୍ରୀ ଲମ୍ବଧର ବାରିକ, ଡ. ପ୍ରିୟବ୍ରତ ବେହେରା, ଡ. ବିଷ୍ଣୁପ୍ରିୟା ହାଁସଦାଙ୍କ ସହିତ ପୂର୍ବତନ ପ୍ରୋଗ୍ରାମ ଅଧିକାରୀ ଡ. ତରୁଣ କୁମାର ଓଝା, ଡ. ମିନତୀ ମଲ୍ଲିକଙ୍କ ସହୋଯୋଗିତାରେ ଆଯୋଜିତ ହୋଇଅଛି। ଏହି ମନୋନୀତ ପ୍ରକ୍ରିୟାରେ ବାରିପଦାସ୍ଥିତ ୫ମ ବାଟାଲିୟନର ଅଧିକାରୀମାନେ ଉପସ୍ଥିତ ଥାଇ ଯୋଗ୍ୟତା ଏବଂ ପ୍ୟାରେଡ ପରିକ୍ଷଣ କରିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟ ସ୍ନାତୋକତ୍ତର ଜାତୀୟ ସେବା ଯୋଜନା ସହିତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାସ୍ଥିତ ୧୪ଟି ମହାବିଦ୍ୟାଳୟରୁ ମୋଟ ୨୯ଜଣ ମହିଳା ପ୍ରତିଭାଗିନୀ ଯୋଗଦେଇଥିଲେ। ପ୍ରତିଭାଗିନୀମାନଙ୍କର ମାପ, ଓଜୋନ, ଅଭିବାଦନ, ରେପୋର୍ଟିଂ, ଦୌଡ, ଓ ଅନ୍ୟାନ୍ୟ ପରିମାପ ଆଧାରୋରେ ୨୦ଜଣ ପ୍ରାଥିନୀଙ୍କୁ ମନୋନୀତ କରାଯାଇଅଛି। ମନୋନୀତ ପ୍ରାଥିନୀମାନେ ଆସନ୍ତା ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ହେବାକୁଯାଉଥିବା ପୂର୍ବଜୋନ ପ୍ରାକସାଧାରଣତନ୍ତ୍ର ଦିବସ ପ୍ୟାରାଡ ମନୋନୟନ କାମ୍ପ ୨୦୨୩ ପାଇଁ ରାଜ୍ୟସ୍ତୋରୀୟ ମନୋନୀତ କାମ୍ପରେ ପ୍ରତିଭାଗିତା କରିବେ। ଏହି ମନୋନୀତ ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟର ଡ. କବିତା କୁମାରୀ ସାହୁ, ଡ. ମୋନାଲି ଗୋସ୍ଵାମୀ, ଡ. ପ୍ରିୟଙ୍କା ଦାସ, ଭୂବନେଶ୍ଵର ଶବର, ଡ. ସୁବେନ୍ଦୁ ଶତପଥୀ ତଥା ସ୍ନାତୋକତ୍ତର ଜାତୀୟ ସେବା ଯୋଜନା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦାର ସ୍ଵେଛାସେବୀ, ଚାନ୍ଦିନୀ ମହାନ୍ତ, ଜେନେନା ଝାଁସୀ ବେହେରା, ଶ୍ରୀକାନ୍ତ ବେହେରା, ସାଗର ସୁମନ ମହାନ୍ତ, ମେଞ୍ଜ୍ଯୋତି ନାୟକ, ବବିତା ମୁର୍ମୁ ଆଦି ଉପସ୍ଥିତ ଥିଲେ।
Subscribe to:
Post Comments (Atom)
Mega Plantation Drive on Ban Mahotsav Week @MSCBU
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ଓ ଏନ୍ଏସ୍ଏସ୍ ପିଜି ୟୁନିଟ୍ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବାରିପଦାସ...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବନ୍ୟପାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ବନ୍ୟପ୍ରାଣୀ ଓ ଜୈବବିବିଧତା ସଂରକ୍ଷଣ ବିଭାଗ ଦ୍ୱାରା ଆ...
-
The 25th founding day of Maharaja Sri Ramchandra Bhanjadeo University was celebrated on July 13, 2022 in a grand ceremony at the Universit...
-
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ଓ ରିସର୍ଚ୍ଚ୍ କ୍ଲବ୍ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଗବେଷଣାରତ ଛାତ୍ର...
No comments:
Post a Comment